ମୋ ଓଡିଆ ଖାତା ( My Odia Log Book )
Monday, August 30, 2021
Saturday, May 14, 2011
ମୋ ଦୁଃଖ ଓ ଭାରତର ମାନଚିତ୍ର
ମୋ ଭିତର ର ଦୁଃଖ କୁ ଆଂକିବାକୁ ବସିଲେ
ଭାରତ ର ମାନଚିତ୍ର ଆଂକି ହୋଇଯାଏ ||
ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ -
ମଝିରେ ମଦ ର ନଈ ଚୀର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି
ସାମ୍ପ୍ରଦାୟିକତା ର ବାଡ଼ -
ଅଭାବ ଅନାଟନ ର ବେତ୍ରାଘାତ ରେ
ଭଂଗା ରୁଜା ଶହ ଶହ ନୀଡ ||
ଏଇ ଭାରତ ରେ ନଗନ୍ୟ ମଣିଷ ଟେ ମୁଁ
ଆଉ ମୋ ଭିତର ର ଦୁଃଖ -
ଜମା ଦେଖା ଜାଏନି,
ଅଥବା ବହୁତ୍ ହି ଝାପସା ଦେଖାଯାଏ ,
ଆଉ ନିଜ ଦୁଃଖକୁ ଆଂକିବାକୁ ବସିଲେ
ଭାରତ ଟେ ଆଂକି ହୋଇଯାଏ ||
ଭାରତ ର ମାନଚିତ୍ର ଆଂକି ହୋଇଯାଏ ||
ସୀମାନ୍ତ ଯାହାର ବୋମା ମାଡ ରେ ଦନ୍ତୁରୀତ -
ମଝିରେ ମଦ ର ନଈ ଚୀର ପ୍ରବାହିତ,
ଜାଲ ଭଳି ବିଛେଇ ହୋଇଛି
ସାମ୍ପ୍ରଦାୟିକତା ର ବାଡ଼ -
ଅଭାବ ଅନାଟନ ର ବେତ୍ରାଘାତ ରେ
ଭଂଗା ରୁଜା ଶହ ଶହ ନୀଡ ||
ଏଇ ଭାରତ ରେ ନଗନ୍ୟ ମଣିଷ ଟେ ମୁଁ
ଆଉ ମୋ ଭିତର ର ଦୁଃଖ -
ଜମା ଦେଖା ଜାଏନି,
ଅଥବା ବହୁତ୍ ହି ଝାପସା ଦେଖାଯାଏ ,
ଆଉ ନିଜ ଦୁଃଖକୁ ଆଂକିବାକୁ ବସିଲେ
ଭାରତ ଟେ ଆଂକି ହୋଇଯାଏ ||
Tuesday, May 10, 2011
ଧନ୍ୟବାଦ ଗୁଗୁଲ୍ (Thanks to Google)
ଏଇ ଟା ମୋ ଓଡିଆ ବ୍ଲଗ୍
ଏଠାରେ ମୁଁ ମୋ ଓଡିଆ କବିତା ଓ ଅନ୍ୟାନ୍ୟ ଲେଖା ଲେଖିବି
ମୁଁ ପ୍ରଥମେ ଧନ୍ୟବାଦ ଦେଉଛି ଗୁଗୁଲ୍ କୁ ଯାହା ଯୋଗୁଁ ଓଡିଆ ରେ ଲେଖା ଏତେ ସହଜ ହୋଇ ପାରିଛି
ଏବଓଂ
ଧନ୍ୟବାଦ ଗୁଗୁଲ୍ ରେ କାମ କରୁଥିବା ସେଇ ସବୁ ଓଡିଆ ଇନଜିନିଅର ମାନଂକୁ
: ବାଗଦେବୀ ମିଶ୍ର
ଏଠାରେ ମୁଁ ମୋ ଓଡିଆ କବିତା ଓ ଅନ୍ୟାନ୍ୟ ଲେଖା ଲେଖିବି
ମୁଁ ପ୍ରଥମେ ଧନ୍ୟବାଦ ଦେଉଛି ଗୁଗୁଲ୍ କୁ ଯାହା ଯୋଗୁଁ ଓଡିଆ ରେ ଲେଖା ଏତେ ସହଜ ହୋଇ ପାରିଛି
ଏବଓଂ
ଧନ୍ୟବାଦ ଗୁଗୁଲ୍ ରେ କାମ କରୁଥିବା ସେଇ ସବୁ ଓଡିଆ ଇନଜିନିଅର ମାନଂକୁ
: ବାଗଦେବୀ ମିଶ୍ର
Subscribe to:
Comments (Atom)
