Monday, August 30, 2021

ଛିଣ୍ଡା ଫୁଲ

ଠିକ ଏକ ଛିଣ୍ଡା ଫୁଲ ଟି ପରି
ଅବସ୍ଥା ଏବେ ମୋ ମନ ର,

ତଥାପି କ୍ଷତ କୁ ଲୁଚାଇ ମୁଁ ହସିବାକୁ ଚାହେଁ -
କାରଣ, ଛିଣ୍ଡି ମଧ୍ୟ ଏ ଫୁଲ ସୁନ୍ଦର ||